ନିରାଟ
ଦେଖଣା
ନିରାଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଦଟ=ଦଢ଼)
[ସମ୍ପାଦନା]- ୧. ଅଛିଦ୍ର — ୧. Having no holes.
- ୨. ଟାଣ; ଦୃଢ଼ —୨. Soild; firm; hard.
- ୩. ନିଦା; ଯାହା ଫମ୍ପା ନୁହେଁ — ୩. Not hollow; substantial.
- ୪. ଯାହା ଦଦରା ନୁହେଁ —୪. Sound.
- ୫. ନିର୍ଦ୍ଦୟ —୫. Cruel; merciless.
- ୬. ତୀକ୍ଷ୍ଣ —୬. Sharp.
ତୁମ୍ଭ ବୁଦ୍ଧିବଳ ପରା ନିରାଟ, ଜାଇ ଫିଙ୍ଗି ଦେଇ ତୋର ଖରାଟ କବିସୂର୍ଯ୍ୟ, କବିତାକଲ୍ଲୋଳ
- ୭. ପ୍ରଖର —୭. Acute; keen.
ଅଦୃଶ୍ୟ ଭାବରେ କେଣେ ଲୁଚିଲା ସେ ନିଦାଘ ନିରାଟ ଖରା ନନ୍ଦିକିଶୋର. ନିର୍ଝରିଣୀ
- ୮. ଶୁଷ୍କ; ନୀରସ; ନିର୍ଜଳ —୮. Dry; waterless.
ବିରାଟ ସେ ଦେଶ ନ ମିଳେ ଜଳ ହସ ମୃଗ ତୃଷ୍ଣା ଦେଖାଏ ଛଳ ନନ୍ଦିକିଶୋର. ନିର୍ଝରିଣୀ
ବିଣରବିଶେଷଣ - ଓ କ୍ରି.ବିଶେଷଣ -
[ସମ୍ପାଦନା]- ୧. ଅତ୍ୟନ୍ତ ନିପଟ — ୧. Very much.
- ୨. କେବଳ ମାତ୍ର; ତୁଚ୍ଛା —୨. Solely; merely.
- ୩. ସମ୍ପୂର୍ଣ୍ଣ ରୂପେ —୩. Wholyy; completely.