ନିରାଧାରିବା
ଦେଖଣା
ନିରାଧାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିରାଧାରିବା
|
ଦେଶଜ - କ୍ରି. (ସଂସ୍କୃତ - ନିର୍ଦ୍ଧାରଣ)
[ସମ୍ପାଦନା]ନିର୍ଦ୍ଧାରଣ କରିବା; ନିଶ୍ଚୟ କରିବା —To ascertain; to fix; to settle to decide.
ଯେହେ ସେ ଆଜ୍ଞା ମୂହଁ ଦେଲଇ ନିରାଧରି ପାଞ୍ଚେହେଁ ପ୍ରଦାନ ନୁହ ଦ୍ରୁପଦ କୁମାରୀ ସରଳ, ମହାଭାରତ. ଆଦି