Jump to content

ନିରାଧାର ବାଣୀ

ଉଇକିଅଭିଧାନ‌ରୁ

ନିରାଧାର ବାଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଶ୍ଚିତ ଭାବପ୍ରକାଶ ବାକ୍ୟ — ୧. Certain expression; categorical words.
୨. ନିରକ୍ଷେପ କଥା; ଯାହା କୌଣସି ଉତ୍ତରକୁ ଅପେକ୍ଷା କରେ ନହିଁ —୨. A saying which does not wait for any reply.
୩. ସଂକଳ୍ପପ୍ରକାଶ ବାକ୍ୟ —୩. Words giving. vent to a determination.

ସୀତାର ଏପରି ନିରାଧାର ବାଣୀ ଶୁଣି କରେ କର ଦେଇ ଅଶ୍ୱାସନ୍ତି ରଘୁମଣି—ବଳରାମ ଦାସ. ରାମାୟଣ