ନିରାପଦ
ଦେଖଣା
ନିରାପଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଆପଦ)
[ସମ୍ପାଦନା]- ୧. ଆପଦରହିତ — ୧. Free from danger or mishap.
- ୨. ବିପନ୍ନୂକ୍ତ —Free from calamity.
- ୩. ନିର୍ବିଘ୍ନ —୩. Safe; secure.
- ୪. ନିଷ୍କଣ୍ଟକ —୪. Free from trouble.
- ୫. ଯାହାଠାରୁ କୌଣସି ଆପଦ ବିପଦର ଆଶଙ୍କା ନାହିଁ — ୫. (person) From whom no danger is apprehended.
- ୬. ଯେଉଁଠାରେ ବିପତ୍ତିର ଆଶଙ୍କା ନାହିଁ — ୬. (a place) Where there is no fear lof danger or mishap.