Jump to content

ନିରାବରଣ

ଉଇକିଅଭିଧାନ‌ରୁ

ନିରାବରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଆବରଣ)

[ସମ୍ପାଦନା]
୧. ଯାହାର ଘୋଡ଼ଣୀ ବା ଓଢ଼ଣା ନାହିଁ — ୧. Unvelied; uncovered.
୨. ପ୍ରକାଶିତ —୨. Manifest; evident. (M.W.)