Jump to content

ନିରାବାଧ

ଉଇକିଅଭିଧାନ‌ରୁ

ନିରାବାଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବାଧାହୀନ — ୧. Unobstructed; unopposed.
୨. ବ୍ୟାଧିଶୂନ୍ୟ —୨. Free from disease.
୩. ଯାହାକୁ କେହି ବାଧା ଦେଉନାହିଁ — ୩. Undisturbed; unmolesrted (M.W.)
୪. ଛଳଶୂନ୍ୟ —୪. Guileless (M.W.)
୫. ଯାହା ଅନିଷ୍ଟକର ନୁହେଁ —୫. Harmless (M.W.)