Jump to content

ନିରାବୃତ

ଉଇକିଅଭିଧାନ‌ରୁ

ନିରାବୃତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଅନାବୃତ — ୧. Uncovered; bare.
୨. ଅନାଚ୍ଛାଦିତ —୨. Exposed.
୩. ବିବସ୍ତ୍ର —୩. Naked; nude.