ନିରାମିଷାଶୀ
ଦେଖଣା
ନିରାମିଷାଶୀ
ଉଚ୍ଚାରଣ
[ସମ୍ପାଦନା](ନିରାମିଷାଶିନୀ—ସ୍ତ୍ରୀ)
(ନିରାମିଷ ଭୋଜୀ ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ନିରାମିଷ+ଅଶ୍ ଧାତୁ=ବକ୍ଷଣ କରିବା +କର୍ତ୍ତୃ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ନିରାମିଷ ଭୋଜୀ; ଯେଉଁ ବ୍ୟକ୍ତି ଆମିଷ ଛଡ଼ା ଅନ୍ୟ ବସ୍ତୁ ଆହାର କରେ — ୧. Vegetarian; living on a meatless diet
- ୨. ନିୟତାହାରୀ —୨. Trmperate in diet.