Jump to content

ନିରାଲମ୍ୱ

ଉଇକିଅଭିଧାନ‌ରୁ

ନିରାଲମ୍ୱ

ଉଚ୍ଚାରଣ

[ସମ୍ପାଦନା]
(ନିରାଲମ୍ୱା—ସ୍ତ୍ରୀ) 

(ନିରାଲମ୍ୱତା(ତ୍ୱ)—ବି)

ନିରାଲମ୍ୱନ, ନିରାବଲମ୍ୱ, ନିରାଲମ୍ୱବନଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ନିର୍=ନାହିଁ+ଆଲମ୍ୱ= ଅବଲମ୍ୱନ)

[ସମ୍ପାଦନା]
୧. ଅବଲମ୍ୱନରହିତ — ୧. Having no support
୨. ସମସ୍ତଙ୍କଠାରୁ ପୃଥକ; ଏକାକୀ — ୨. Isolated; alone.
୩. ନିରାଶ୍ରୟ —୩. Helpless.
୪. ଶୂନ୍ୟରେ ଝୁଲୁଥିବା — ୪. Suspended in the air.
୫. ଆତ୍ମାବଲମ୍ୱୀ; ସ୍ୱାଧୀନ — ୫. Self-relying; not depending oa another; self-supported; independent.
୬. ବାସଶୂନ୍ୟ — ୬. having no habitation or domicile.
୭. ବନ୍ଧୁହୀନ —୭. Friendless.

ଦେଶଜ - ବିଶେଷଣ -

[ସମ୍ପାଦନା]

ନିର୍ଜନ —Solitary; lonely.