Jump to content

ନିରାଶା

ଉଇକିଅଭିଧାନ‌ରୁ

ନିରାଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ଆଶା; ଆଶାର ଅଭାବ; ପ୍ରାଦିସମାସ)

[ସମ୍ପାଦନା]
୧. ନୈରାଶ୍ୟ —୧. Despair; disappointment.

(ଯଥା—ନିରେଖି ନିରାଶା—ବିଷେ ନ ହୁଏ ଜର୍ଜର—ମଧୂସୂଧନ ଜୀବନଚିନ୍ତା)

୨. ବିଷାଦ —୨. ejection.
୩. ଚିତ୍ତବୈକ୍ଳବ୍ୟ —୩. Despondency.

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ନିରାଶର ସ୍ତ୍ରୀଲିଙ୍ଗ — The feminine of Nirāṡa.

ଦେଶଜ - ବିଶେଷଣ -(ସଂସ୍କୃତ - ନିରାଶ)

[ସମ୍ପାଦନା]

ହତାଶ;ଆଶାସୂନ୍ୟ; ନିରାଶ — Desperate; hopeless.

ସିନ୍ଧୁରାଜ ଜୀବନେ ହୋଇଣ ନିରାଶା, ଛାଡ଼ି ଦେଲେଟି କରିଥିଲେ ଯେ ଭରସା କୃଷ୍ଣସିଂହ. ମହାଭାରତ. ଦ୍ରୋଣ