Jump to content

ନିରାଶିଆ

ଉଇକିଅଭିଧାନ‌ରୁ

ନିରାଶିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନିରାଶ)

[ସମ୍ପାଦନା]
୧. ଆଶାହୀନ — ୧. Hopeless; desperate.
୨. ନିର୍ମମ; ମିର୍ଦ୍ଦୟ — ୨. Unkind; cruel; unsympathetic.

(ଯଥା—ନିରାଶିଆ ପ୍ରହାର)

୩. ନୈରାଶ୍ୟପୂର୍ଣ୍ଣ —୩. Causing despondency.

(ଯଥା—ନିରାଶିଆ କଥା)