Jump to content

ନିରାଶ୍ରୟ

ଉଇକିଅଭିଧାନ‌ରୁ

ନିରାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]
(ନିରାଶ୍ରୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହ; ନିର୍+ଆଶ୍ରୟ)

[ସମ୍ପାଦନା]
୧. ଆଶ୍ରୟବିହୀନ; ନିଃସହାୟ; ଆଶ୍ରୟରହିତ — ୧. Destitute; helpless; shelterless.
୨. ଅଶରଣ —୨. Without a refuge.
୩. ଏକାକୀ —୩. Alone.
୪. ଅଗଭୀର (କ୍ଷତ) —୪. Not deep (sore) (M.W.)