ନିରାଶ କରିବା
ଦେଖଣା
ନିରାଶ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନିରାଶ କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଆଶ୍ୱାନିତ ବ୍ୟକ୍ତିର ଆଶାକୁ ପୂର୍ଣ୍ଣନ କରିବା —୧. Not to fulfil another person's hopes or expectations.
- ୨. ଅନ୍ୟ ବ୍ୟକ୍ତିକୁ ହତାଶ କରିବା — ୨. To disappoint another.
- ୩. ନିର୍ଦ୍ଦୟ ହେବା — ୩. To be unkind; to another.
କଲେ ନିରାଶ ହୋଇ ଗ୍ରଷମ କାଳେ, ତାକୁ ଜାଳି ଦେହଟି ବିରହାନଳ ଭଞ୍ଜ. ଲାବଣ୍ୟବତୀ
- ୪. ତ୍ୟାଗ କରିବା —୪. To forsake.
ନିରାଶ କଲେ ମୋର ଘର, ମୁ ଏବେ ଶରଣ ତୁମ୍ୱର ଭାଗବତ
- ୫. କୌଣସି ବ୍ୟକ୍ତିର ତତ୍ତ୍ୱ ନ ନେବା — ୫. Not to take care of.
[ଦ୍ରଷ୍ଟବ୍ୟ —ଝିଅମାନେ ଶାଶୁ ଘରକୁ ଗଲାବେଳେ ଅର୍ଥାତ୍ ବାଗ ମାଆ ଆଦିଙ୍କ ଠାରୁ ବିଦାୟ ହେଲା ବେଳେ ବାହୁନି କରି କାନ୍ଦି କହନ୍ତି, ବାପା ହେ! ମତେ ନିରଶ କରିବ ନାହିଁ]