Jump to content

ନିରାସନ

ଉଇକିଅଭିଧାନ‌ରୁ

ନିରାସନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ନିର୍+ଆସନ)

[ସମ୍ପାଦନା]

ଆସନଶୂନ୍ୟ; ଉପନିବେଶନ ସ୍ଥାନ ଶୂନ୍ୟ —Without a seat, seatless.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନିରାସ (ଦେଖ) - —Nirāsa (See)