Jump to content

ନିରାସ୍ଥ

ଉଇକିଅଭିଧାନ‌ରୁ

ନିରାସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ନିରାସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହ; ନିର୍+ଆସ୍ଥା)

[ସମ୍ପାଦନା]
୧. କୌଣସି ବିଷୟରେ ଯାହାର ଆସ୍ଥା ନାହିଁ — ୧. Not interested in any thing (M.W.).
୨. ଯେ ଦତ୍ତଚିତ୍ତ ନୁହେଁ —୨. Not intent upon (M.W.).