Jump to content

ନିରାୟୁଧ

ଉଇକିଅଭିଧାନ‌ରୁ

ନିରାୟୁଧ

ଉଚ୍ଚାରଣ

[ସମ୍ପାଦନା]
(ନିରାୟୂଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଆୟୂଧ)

[ସମ୍ପାଦନା]
୧. ଆୟୂଧହୀନ —୧. Weaponless; destitute of weabpons.
୨. ଅଶସ୍ତ୍ର —୨. Unarmed.
୩. ନିରସ୍ତ୍ର —୩. Disarmed.

ନିରାୟୂଧ ହୋଇବା ଲୋକ ତଳୁଁ ଅସ୍ତ୍ର ଧରି ନାଶୁ ଅଛନ୍ତି ଶକ୍ରୂଙ୍କର ଗାତ୍ର—କୃଷ୍ଣସିଂହ. ମହାଭାରତ. କର୍ଣ୍ଣ