Jump to content

ନିରିଖିବା

ଉଇକିଅଭିଧାନ‌ରୁ

ନିରିଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ନିରୀକ୍ଷଣ)

[ସମ୍ପାଦନା]
୧. ନିରୀକ୍ଷଣ କରିବା; ଦେଖିବା — ୧. To look at.
୨. ମନୋଯୋଗ ସହକାରେ ଦେଖିବା — ୨. To observe.
୩. ତନ୍ନ ତନ୍ନ କରି ଦେଖିବା — ୩. To inspect minutely.
୪. ଏକଦୃଷ୍ଟିରେ ଚାହିଁବା —୪. To stare at.