Jump to content

ନିରିଘାତ

ଉଇକିଅଭିଧାନ‌ରୁ

ନିରିଘାତ

ଉଚ୍ଚାରଣ

[ସମ୍ପାଦନା]

(ନିରଘାତ—ଅନ୍ୟରୂପ)

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]

ନିର୍ଘାତ (ଦେଖ) - Nirghāta (See)

୧. ବ୍ରଜ —୧. Thunder.

ଗୋବିନ୍ଦ ଶିରେ ଗଦାଘାତ ପଡ଼ିଲା ଯେହ୍ନେ ନିରିଘାତ—ଜଗନ୍ନାଥ, ଭାଗବତ

୨. ବଜ୍ରଧ୍ୱନି —୨. The sound of thunder.
୩. ବ୍ରଜ ପରି ବିକଟ ଶବ୍ଦ — ୩. A thundering sound.

ବୋଲେ ଚେତା ହାରିଲି ମୁଁ ନିରିଘାତ ଶୁଣି—ସାରଳା. ମହାଭାରତ. ବିଶେଷ୍ୟ -

ବିଶେଷଣ -

[ସମ୍ପାଦନା]

ନିରିଘାତିଆ (ଦେଖ) - —Nirighātiā (See)

କ୍ରି.ବିଶେଷଣ -

[ସମ୍ପାଦନା]
୧. ନିଷ୍ଠୁରଭାବରେ —୧. Cruelly.
୨. ଭୟଙ୍କରରୂପେ —୨. Seriously.

ବେନି ବୃକ୍ଷ ହସ୍ତେ ଧରି ପିଟୋ ନିରିଘାତ—ସାରଳା ମହାଭାରତ ଆଦି