ନିରିବଂଶ
(ନିରିବଂଶି, ନିରିବଂଶିଆ—ଅନ୍ୟରୂପ)
ନିର୍ବଂଶ (ଦେଖ) - Nirbaṁṡa (See).
ପ୍ରଜାଙ୍କୁ ନିନ୍ଦାକଲେ ହୁଅଇ ନିରିବଂଶ—ସାରଳା ମହାଭାରତ. ଆଦି