ନିରିମାଇଲ
ଦେଖଣା
ନିରିମାଇଲ
ଉଚ୍ଚାରଣ
[ସମ୍ପାଦନା](ନିରିମାଲ୍ୟ—ଅନୁରୂପ)
ଅନୁବାଦ
[ସମ୍ପାଦନା]ନିରିମାଇଲ
|
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନିର୍ମାଲ୍ୟ)
[ସମ୍ପାଦନା]- ୧. ନିର୍ମାଲ୍ୟ (ଦେଖ) - ୧. Nirmālya (See)
ଅଙ୍ଗାଏ ମହାର୍କ ଛୁଇଁଲେ ଯେ, କଣିକାଏ ନିରିମାଇଲ ଛୁଇଁଲେ ସେ ଢଗ
- ୨. ଦୁଇଜଣ ବ୍ୟକ୍ତି ପରସ୍ପରଙ୍କୁ ନିର୍ମାଲ୍ୟ ଶୁଖା ଯାଇଥିବା ଜଗନ୍ନାଥଙ୍କ ଅନ୍ନ ମହାପ୍ରସାଦ କଣିକା ଆଦାନ ପ୍ରଦାନଦ୍ୱାରା କରିଥିବା ବନ୍ଧୁତା —୨. The friendship set up between two person by exchange of dried boiled rice which hasbeen offered to the Deity Jagannath of Puri or Lingaraj of Bhubaneswar.
ନିରିମାଲ କାହୁଁ କଥା ନେଇ କାହିଁ ଥୋଇଲ ଢଗ