Jump to content

ନିରିମାଖୀ

ଉଇକିଅଭିଧାନ‌ରୁ

ନିରିମାଖୀ

ଉଚ୍ଚାରଣ

[ସମ୍ପାଦନା]

(ନିରିମାକ୍ଷୀ—ଅନ୍ୟରୂପ)

ଦେଶଜ - ବିଶେଷଣ - (ଫୁ. ଓ ସ୍ତ୍ରୀ) (ସଂସ୍କୃତ - ନିର୍+ରକ୍ଷକ)

[ସମ୍ପାଦନା]
୧. ନିରାଶ୍ରୟ ୧. Helpless.

ବୃଦ୍ଧ ବ୍ରାହ୍ମଣ ନିରିମାଖୀ, ସ୍ତିରୀ ବାଳକ ଗୋରୁ ଦୁଖୀ ଜଗନ୍ନାଥ, ଭାଗବତ

୨. ପରିତ୍ୟକ୍ତ —୨. Abandoned.