Jump to content

ନିରୀକ୍ଷା

ଉଇକିଅଭିଧାନ‌ରୁ

ନିରୀକ୍ଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ଈକ୍ଷ ଧାତୁ+ଭାବ. ଅ+ଆ)

[ସମ୍ପାଦନା]
୧. ପରିଦର୍ଶନ; ଚାହିଁବା —Looking at; regarding.
୨. ଆଶା —୨. Hope; expectation (M.W.)