Jump to content

ନିରୀକ୍ଷ୍ୟ

ଉଇକିଅଭିଧାନ‌ରୁ

ନିରୀକ୍ଷ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନିରିକ୍ଷ୍ୟା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - (ନିର୍+ଈକ୍ଷ ଧାତୁ+କର୍ମ ଯ)

ଯାହାକୁ ନିରୀକ୍ଷଣ କରାଯିବ —To be looked at.