ନିରୀକ୍ଷ୍ୟମାଣ
(ନିରିକ୍ଷମାଣା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (ନିର୍+ଈକ୍ଷ ଧାତୁ+କର୍ମ ବାଚ୍ୟରେ ଶାନଚ୍)
ଦୃଶ୍ୟମାନ; ଯାହାକୁ ନିରୀକ୍ଷଣ କରାଯାଉ ଅଛି —Seen; being looked at; which is being gazed at.