Jump to content

ନିରୀହ

ଉଇକିଅଭିଧାନ‌ରୁ

ନିରୀହ

ଉଚ୍ଚାରଣ

[ସମ୍ପାଦନା]
(ନିରୀହା—ସ୍ତ୍ରୀ) 

ନିରୀହତା, ନିରୀହତ୍ୱବି

  • (file)
  • (file)

ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍=ନାହିଁ+ଈହା=ଚେଷ୍ଟା ଯାହାର)

[ସମ୍ପାଦନା]
୧. ନିଶ୍ଚେଷ୍ଟ; ନିଷ୍ପ୍ରଯତ୍ନ — ୧. Destiture of exertion; inactive.
୨. ଗତିହୀନ —୨. Motionless.
୩. ଯେ ଅନ୍ୟ ବିଷୟରେ ହସ୍ତକ୍ଷେପ କରେ ନାହିଁ; ଯେ ଅନଧିକାର ଚର୍ଚ୍ଚା କରେ ନାହିଁ — ୩. One who does not pry into others affairs.
୪. ନିର୍ବିରୋଧ; ଯେ ଅନ୍ୟର ହିଂସା କରେ ନାହିଁ — ୪. Harmlelss.
୫. ଧୀର; ଶିଷ୍ଟ; ଶାନ୍ତ; ସ୍ଥିର — ୫. Quiet; still; peaceful.
୬. ନିସ୍ପୃହ; ଉଦାସୀନ — ୬. Disinterested; indifferent.
୭. ନିର୍ମଳ —୭. Fine; clear.
୮. ଶାନ୍ତିପ୍ରିୟ— (ହିନ୍ଦୀ - ଶ) —୮. Loving peace.
୯. ତଟସ୍ଥ (ହିନ୍ଦୀ - ଶ) —୭. Neutral.

ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୭. ପରମାତ୍ମା —୨. The supreme soul.