ନିରୁକ୍ତ
ଦେଖଣା
ନିରୁକ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍=ନିଶ୍ଚୟ+ଉକ୍ତ=କଥିତ)
[ସମ୍ପାଦନା]- ୧. ସମ୍ୟକ୍ କଥିତ; ବ୍ୟାଖ୍ୟାତ — ୧. Explained; interpreted.
- ୨. ବର୍ଣ୍ଣିତ —୨. Defied; described.
- ୩. ଚତୁର —୩. Crafty.
- ୪. କୁଟିଳ —୪. Wicked.
- ୫. ଅବ୍ୟୂବହାର୍ଯ୍ୟ —୫. Obsolete; uncommon.
- ୬. ପୁରାତନ —୬. Old.
- ୭. ଉଚ୍ଚାରିତ —୭. Uttered; pronounced.
- ୮. ପ୍ରକାଶିତ —୮. Expressed; declered.
- ୯. (ନିର୍+ଉକ୍ତ) ଅକଥିତ — ୯. Unspoken; unpubleshed.
- ୧. ଅପ୍ରକାଶିତ —୧୦. Unpublished.
- ୧୧. ଦୁର୍ବୋଧ୍ୟ —୧୧. Abstruse; obstinate.
୧୨ : ମୀମାଂସିତ —୧୨. Adjudged; decided; settled.
ବିଶେଷ୍ୟ -
[ସମ୍ପାଦନା]- ୧. ବୈଦିକ ଅଭିଧାନ; ବେଦୋକ୍ତ ନିଘଣ୍ଟୁ ବା ଶବ୍ଦମାନଙ୍କର ଯାସ୍କକୃତ ବ୍ୟାଖ୍ୟାଗ୍ରନ୍ଥ —୧. A treatise by j̄āska explaining the meaning if abstruse or obsolete words used in the Vedas; a glossary of the Vedas.
- ୨. ଶବ୍ଦର ପ୍ରକୃତିଗତ ଅର୍ଥବାଦ —୨. Etymological interpretation of a word.
- ୩. ଯେଉଁ ଗ୍ରନ୍ଥରେ ଏକ ଶବ୍ଦର ଏକାଧିକ ଅର୍ଥ ବା ପର୍ଯ୍ୟାୟ ଲେଖାଯାଇଥାଏ (ସାୟନାଚାର୍ଯ୍ୟ) — ୩. A compilation giving the words which have more than one meaning and synonyms of Words.