Jump to content

ନିରୁକ୍ତି

ଉଇକିଅଭିଧାନ‌ରୁ

ନିରୁକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍+ଉକ୍ତି)

[ସମ୍ପାଦନା]
୧. ନିରୁକ୍ତ; ବେଦାଙ୍କବିଶେଷ — ୧. A glossary of the Vedas.
୨. ନିଃଶେଷରେ କଥନ — ୨. Exposition; description.
୩. ପଦଭଞ୍ଜନ; ପଦର ପ୍ରକତି ପ୍ରତ୍ୟୟ ନିର୍ଣ୍ଣୟ — ୩. Derivation of a word.
୪. ନିର୍ବାଚିତ —୪. Election.
୫. ନିର୍ଣ୍ଣିୟ; ମୀମାଂସା — ୫. Decision; determination of a question.