ନିରୁତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଦେଶଜ,ବିଶେଷଣ ,[୧][ସମ୍ପାଦନା]

  • ନିରୋଳା ( Unalloyed )
  • ଅମିଶ୍ରିତ ( Unadulterated )
  • ଖାଣ୍ଟି
  • ବିଶୁଦ୍ଧ ( pure )

[ ନିରୋତା - ଅନ୍ୟରୂପ ]

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ , ପୃଷ୍ଠା - ୪୩୨୪

ନିରୁତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିରୋତା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ନିରୋଳା; ଅମିଶ୍ରିତ; ଖାଣ୍ଟି — ୧. Unalloyed; unadulterated.

ଦଶ ସେର ନିରୁତା ଦୁଧ ଆଉଟି ପାଖସେର ରହିବ ଫକୀରମୋହନ, ଗଳ୍ପସ୍ୱଳ୍ପ

୨. ବିଶୁଦ୍ଧ —୨. Pure.
୩. ଅସଲ; ଅକୃତ୍ତ୍ରିମ —୩. Geunine.