ନିରୁତ୍ତର
ଦେଖଣା
ନିରୁତ୍ତର
ଉଚ୍ଚାରଣ
[ସମ୍ପାଦନା](ନିରୁତ୍ତରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର)
[ସମ୍ପାଦନା]- ୧. ଯେ ଉତ୍ତର ଦେଇ ପାରେ ନାହିଁ — ୧. Unable to give an answer.
- ୨. ନିର୍ବାକ୍; ଯାହାକୁ ଚୁପ୍ କରି ଦିଆଯାଏ — ୨. Answerless; silenced; nonplussed.
- ୩. ପ୍ରତ୍ୟୁତ୍ତରରହିତ —୩. Unable to answer.
- ୪. ମୌନୀ —୫. Slient.
- ୬. ଯାହା ଅପେକ୍ଷା ବ଼ଡ଼ କେହି ନାହିଁ — ୬. Having no superior (M.W.)