Jump to content

ନିରୁତ୍ତାପ

ଉଇକିଅଭିଧାନ‌ରୁ

ନିରୁତ୍ତାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଉତ୍ତାପ)

[ସମ୍ପାଦନା]
୧. ଉତ୍ତାପଶୂନ୍ୟ — ୧. Free from heat.
୨. ଶୀତଳ —୨. Cool; cold.
୩. ରାଗଦ୍ୱେଷାଦିଶୂନ୍ୟ — ୩. Free from passion.