Jump to content

ନିରୁତ୍ସୁକ

ଉଇକିଅଭିଧାନ‌ରୁ

ନିରୁତ୍ସୁକ

ଉଚ୍ଚାରଣ

[ସମ୍ପାଦନା]
(ନିରୁତ୍ସୁକା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ଫୁ (ନିର୍=ଅତିଶୟ+ଉତ୍ସୁକ)+

୧. ନିରତିଶୟ ବା ଅତ୍ୟନ୍ତ ଆଗ୍ରହଯୁକ୍ତ — ୧. Very ardent; over zealous.
୨. (ନିର୍=ନୁହେଁ+ଉତ୍ସୁକ)—ଆଗ୍ରହହୀନ — ୨. Without eagerness.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ନାମ)—ରୈବତକ ମନୁଙ୍କର ପୁତ୍ରବିଶେଷ — ୧. Name of a son of R&aline;i̱bataka manu.
୨. ତ୍ରୟୋଦଶ ମନ୍ୱନ୍ତରରେ ସପ୍ତର୍ଷି ମଧ୍ୟରେ ଭାର୍ଗବ ଋଷି — ୨. Name of a Sage.