Jump to content

ନିରୁଦ୍ଦେଶ

ଉଇକିଅଭିଧାନ‌ରୁ

ନିରୁଦ୍ଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ନିର୍+ଉଦ୍ଦେଶ=ସନ୍ଧାନ; ବାର୍ତ୍ତା; ସଂବାଦ) ବହୁବ୍ରୀହି)

[ସମ୍ପାଦନା]
୧. ଅଜ୍ଞାତ —୧. Unknown.
୨. ଯାହାର କୌଣସି ସନ୍ଧାନ ମିଳୁ ନାହିଁ — ୨. Untraceable.