ନିରୁଦ୍ଧ
ଦେଖଣା
ନିରୁଦ୍ଧ
ଉଚ୍ଚାରଣ
[ସମ୍ପାଦନା](ନିରୁଦ୍ଧା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ. (ନି=ସମ୍ୟକ୍+ରୂଧ୍ ଧାତୁ=ରୋଧ କରିବା+ କର୍ମବାଚ୍ୟରେ. ତ)
[ସମ୍ପାଦନା]ଆବଦ୍ଧ; ଅବରୁଦ୍ଦ — ୧. Confined.
- ୨. ବାଧାପ୍ରପ୍ତ — ୨. Restrained; obstructed; impeded.
- ୩. ନିବାରିତ —୩. Prevented; hindered.
- ୪. ବେଷ୍ଟିତ —୪. Encompassed; blockaded; beseiged; surrounded on all sides.
- ୫. ପ୍ରତିବଦ୍ଧ —୫. Blocked up.
- ୬. ସ୍ଥଗିତ —୬. Stopped.