Jump to content

ନିରୁଦ୍ୱିଗ୍ନ

ଉଇକିଅଭିଧାନ‌ରୁ

ନିରୁଦ୍ୱିଗ୍ନ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Nirudbigna
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ ɾˈɔ hɾˈɔʃʃoˌukaɾ dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɡˈɔ hˈʌlˈʌntɔ nˈɔ
(ନିରୁଦ୍ୱିଗ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଫୁ (ବହୁବ୍ରୀହି; ନିର୍+ଉଦ୍ୱିଗ୍ନ)

[ସମ୍ପାଦନା]
୧. ନିରାକୁଳ — ୧. Not perplexed.
୨. ନିଶ୍ଚିନ୍ତ; ସ୍ଥିର; ଶାନ୍ତି —୨. Sedate; free from alarm or anxiety.
୩. ଅଭୀତ —୩. Unalarmed.