ନିରୁଦ୍ୱେଗ
ଦେଖଣା
ନିରୁଦ୍ୱେଗ
ଉଚ୍ଚାରଣ
[ସମ୍ପାଦନା](ନିରୁଦେଗା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ନିର୍+ଉଦ୍ୱେଗ)
[ସମ୍ପାଦନା]- ୧. ନିଶ୍ଚିତ ୧. Free from anxiety.
- ୨. ସ୍ଥିର — ୨. Calm; tranquil.
- ୩. ଅକାତର; ଅଚଞ୍ଚଳ —୩. Uperturbed; undisturbed; unagitated.;
=== ବିଶେଷ୍ୟ -
ନିରୁଦ୍ୱିଗ୍ନତା —Freedom from perplexity or anxiety or sorrow.
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]- ୧. ଉଦ୍ୱେଗରହିତ ହୋଇ — ୧. Being free from anxiety.
ଯବନର ଭେଗ ଚଷ ନିରୁଦ୍ୱେଗ, ଯବନାର ଛନ ତଳେ ପୈତୃକ ଅବନୀ—ରାଧାନାଥ.ମହାଯାତ୍ରା
- ୨. ସ୍ଥିରଭାବରେ —୨. Calmly.