ନିରୁପଚାର
ଦେଖଣା
ନିରୁପଚାର
ଉଚ୍ଚାରଣ
[ସମ୍ପାଦନା](ନିରୁପଚାରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ
[ସମ୍ପାଦନା]- ୧. ଚିକିତ୍ସାହୀନ; ସେବାଶୂନ୍ୟ — ୧. Without medical arrendance or treatment.
- ୨. ସଜ୍ଜାହୀନ —୨. Unequipped.
- ୩. ଅପ୍ରଚଳିତ —୩. Not in vogue.
- ୪. ଉପାୟହୀନ —୪. Helpless; remediless.
ବିଶେଷ୍ୟ -
[ସମ୍ପାଦନା]- ୧. ଅନଭ୍ୟାସ —୧. Want of practice.
- ୨. ସେବଶୂନ୍ୟତା — ୨. Want of service or attendance.