ନିରୁପଦ୍ରବ
ଦେଖଣା
ନିରୁପଦ୍ରବ
ଉଚ୍ଚାରଣ
[ସମ୍ପାଦନା](ନିରୁପଦ୍ରବା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ନିର୍+ ଉପଦ୍ରବ; ବହୁବ୍ରୀହି)
[ସମ୍ପାଦନା]- ୧. ଉତ୍ପାତରହିତ; ଆପଦ୍ହୀନ; ଦୈରାତ୍ମ୍ୟହୀନ — ୧. Free from outage or oppression or distress.
- ୨. ଶାନ୍ତ —୨. Tranquil; peaceful.
- ୩. (ଫୁ.) ଯେ ଉତ୍ପାତ କରେ ନାହିଁ — ୩. Not committing any oppression.
ବିଶେଷ୍ୟ -
[ସମ୍ପାଦନା]- ୧. ବିଷ୍ଣୁ —୧. A name of Bishṇu
- ୨. ଶାନ୍ତି —୨. Security.
- ୩. ଉପଦ୍ରବର ଅଭାବ —୩. Absence of oppression or outrage.