Jump to content

ନିରୁପଦ୍ରୁତ

ଉଇକିଅଭିଧାନ‌ରୁ

ନିରୁପଦ୍ରୁତ

ଉଚ୍ଚାରଣ

[ସମ୍ପାଦନା]

(ନିରୁପପ୍ଲବ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ନିର୍+ଉପ+ଦ୍ରୁ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]

ଉପଦ୍ରବଶୂନ୍ୟ — Free from outrage or distress.


ବିଶେଷ୍ୟ -

[ସମ୍ପାଦନା]
୧. ଉପଦ୍ରବର ଅଭାବ —୧. Absence of outrage.
୨. ଶାନ୍ତି —୨. Security; peace.