Jump to content

ନିରୁପମ

ଉଇକିଅଭିଧାନ‌ରୁ

ନିରୁପମ

ଉଚ୍ଚାରଣ

[ସମ୍ପାଦନା]
(ନିରୁପମା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉପମା ଯାହାର)

[ସମ୍ପାଦନା]

ଅନୁପମ; ଅତୁଳନୀୟ; ଅପ୍ରତିମ — Incomparable; matchless; peerless; paragon; unparalleled; unequalled.