Jump to content

ନିରୁପାଖ୍ୟ

ଉଇକିଅଭିଧାନ‌ରୁ

ନିରୁପାଖ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନିରୁପାଖ୍ୟା—ସ୍ତ୍ରୀ) 

ସଂସ୍କୃତ - ବଣ. (ବହୁବ୍ରୀହି; ନିର୍+ଉପ+ଆଖ୍ୟା)

[ସମ୍ପାଦନା]
୧. ଅନିର୍ବଚନୀୟ —୧. Indescribable; unutterable; unspeakable.
୨. ଅବାସ୍ତବ —୨. Unreal.

ବିଶେଷ୍ୟ -

[ସମ୍ପାଦନା]
୧. ପରଂବ୍ରହ୍ମ —୧. Supreme Soul.
୨. ଅବାସ୍ତବ ପଦାର୍ଥ —୨. Any unreal thing.