ନିରୁପାୟ
ଦେଖଣା
ନିରୁପାୟ
ଉଚ୍ଚାରଣ
[ସମ୍ପାଦନା](ନିରୁପାୟା—ସ୍ତ୍ରୀ)
ସଂସ୍କୃତ - ବଣ. ପୁଂ. (ବହୁବ୍ରୀହି; ନିର୍+ଉପାୟ)
[ସମ୍ପାଦନା]- ୧. ଉପାୟରହିତ — ୧. Left without resources.
- ୨. ଉପାୟହୀନ —୨. Remediless.
- ୩. ନିରାଶ୍ରୟ —୩. Helpless.
- ୪. ଆୟହୀନ — ୪. Without resource or expedients.
- ୫. ନିରବଲମ୍ୱନ — ୫. Having no means of support.
ବିଶେଷ୍ୟ -
[ସମ୍ପାଦନା]ଉପାୟର ଅଭାବ —Resourcelessness.