Jump to content

ନିରୂଢ଼

ଉଇକିଅଭିଧାନ‌ରୁ

ନିରୂଢ଼

ଉଚ୍ଚାରଣ

[ସମ୍ପାଦନା]
(ନିରୂଢ଼ା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନି+ରୁହ୍ ଧାତୁ+ତ; କିମ୍ୱା ନିର୍+ଉଢ଼= ବିବାହିତ)

[ସମ୍ପାଦନା]
୧. ଅବିବାହିତ — ୧. Unmarried.
୨. ଉତ୍ପନ୍ନ —୨. Produced.
୩. ପ୍ରସିଦ୍ଧ —୩. Famous.
୪. ଲୋକପ୍ରଚଳିତ; ସର୍ବସାଧାରଣ — ୪. Current; common; conventional; usual; in popular usage.
୫. ସମବେତ —୫. Assembled.
୬. ମିଶ୍ରିତ —୬. Mixed.
୭. ସ୍ୱତଃସିଦ୍ଧ —୭. Inherent.
୮. (ବ୍ୟାକରଣ) ଯେଉଁ ଶବ୍ଦର ଅର୍ଥ ପ୍ରକୃତିପ୍ରତ୍ୟୟଗତ ଅର୍ଥ ସଙ୍ଗେ ମିଳେ ନାହିଁ —୮. (grammar) Unetymological; not etymologically explainable.

ବିଶେଷ୍ୟ -

[ସମ୍ପାଦନା]
୧. ରୂଢ଼ି ଲକ୍ଷଣଦ୍ୱାରା ଅର୍ଥ ପ୍ରତିପାଦକ ଶବ୍ଦ — ୧. A word with metaphorical meaning.
୨. ଶବ୍ଦର ଲୋକପ୍ରଚଳିତ ଅର୍ଥ —୨. A word having a conventional meaning; the common acceptance of words.
୩. ପଶୁଯାଗବିଶେଷ —୩. Name of a kind of animal sacrifice.