Jump to content

ନିରୂପକ

ଉଇକିଅଭିଧାନ‌ରୁ

ନିରୂପକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ରୂପ୍ ଧାତୁ=ରୂପ ଯୁକ୍ତ କରିବା, ଣିତ୍ ରୂପି ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ନିରୂପଣକାରୀ; ନିର୍ଣ୍ଣାୟକ —୧. As certaining; determining.
୨. ନିୟାମକ — ୨. Regulation; directing; agreeing.

ବିଶେଷ୍ୟ -

[ସମ୍ପାଦନା]

ନିୟାମକ ବ୍ୟକ୍ତି — A director; a regulator.