ନିରୂପଣୀୟ
ଦେଖଣା
ନିରୂପଣୀୟ
ଉଚ୍ଚାରଣ
[ସମ୍ପାଦନା](ନିରୂପ୍ୟ—ଅନ୍ୟରୂପ)
(ନିରୂପଣୀୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ନି+ରୂପି ଧାତୁ+କର୍ମ. ଅନୀୟ)
[ସମ୍ପାଦନା]- ୧. ନିରୂପଣ ଯୋଗ୍ୟ; ଅବଧାରଣ ଯୋଗ୍ୟ — ୧. Fit to be determined; ascertainable.
- ୨. ଅବଲୋକନୀୟ —୨. Fit to be looked at.
- ୩. ଚିନ୍ତନୀୟ; ବିଚାର୍ଯ୍ୟ — ୩. Worthy of consideration.
- ୪. ନିଦର୍ଶନୀୟ —୪. Assignable.
- ୫. ବିତର୍କନୀୟ —୫. Inferable.
- ୬. ବର୍ଣ୍ଣନୀୟ —୬. Describable.
- ୭. ନିଯୋଗ୍ୟ — ୭. Fit to be regulating or appointed.