ନିରୂପିତ
ଦେଖଣା
ନିରୂପିତ
ଉଚ୍ଚାରଣ
[ସମ୍ପାଦନା](ନିରୂପିତା—ସ୍ତ୍ରୀ)
(ନିରୂପିତି—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ନି+ରୂପି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ନିର୍ଣ୍ଣୀତ; ନିଶ୍ଚିତ; ସ୍ଥିରୀକୃତ — ୧. Ascertaind; determined.
- ୨. ଅବଧାରିତ — ୨. Confirmed; fixed; settled; prescribed.
- ୩. ଦୃଷ୍ଟ —୩. Observed; seen; beheld.
- ୪. ବିଚାରିତ; ବିଚେଚିତ — ୪. Judged; considered.
- ୫. ଆଲୋଚିତ —୫. Discussed.
- ୬. ନିଯୁକ୍ତ — ୬. Appointed; regulated; deputed.
- ୭. ଆରୋପିତ —୭. Assigned.
- ୮. ସ୍ଥାପିତ —୮. Established.