Jump to content

ନିରେଖିବା

ଉଇକିଅଭିଧାନ‌ରୁ

ନିରେଖିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନିରୀକ୍ଷଣ)

[ସମ୍ପାଦନା]
୧. ନିରୀକ୍ଷଣ କରିବା; ଚାହିଁବା — ୧. To look at.
୨. ଅତ୍ୟନ୍ତ ମନୋଯୋଗପୂର୍ବକ ଚାହିଁବା — ୨. To observe.

ନିରେଖି ଉଚ୍ଚାରୁ ଥରେ ଆହା କବିସୂର୍ଯ୍ୟ. କିଶୋରୀଚମ୍ପୁ. ଞ. ଗୀତ