Jump to content

ନିରୋଧକ

ଉଇକିଅଭିଧାନ‌ରୁ

ନିରୋଧକ

ଉଚ୍ଚାରଣ

[ସମ୍ପାଦନା]
(ନିରୋଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ନି+ରୂଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ପ୍ରତିରୋଧକ; ବାଧା ଦେଉଥିବା — Obstructing; restraining; preventing; persecuting; blocking up.