ନିରୋଧୀ
(ନିରୋଧିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ. (ନି+ରୁଧ୍ ଧାତୁ+କର୍ତ୍ତୃ ଇନ୍; ୧ମା. ୧ବ)
ନିରୋଧକ (ଦେଖ) - — Nirodhaka (See)