ନିରୋଷ୍ଠକ
ଦେଖଣା
ନିରୋଷ୍ଠକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶବ୍ଦଳଙ୍କାରବିଶେଷ; ଯେଉଁ ପଦ୍ୟରେ ବ୍ୟବହୃତ ଶବ୍ଦମାନଙ୍କରେ ଓଷ୍ଠ୍ୟ ବର୍ଣ୍ଣର ଅକ୍ଷର (ଅର୍ଥାତ୍ ଉ, ଊ, ପ, ଫ, ବ, ଭ, ମ—ଏ ସବୁ) ନ ଥାଏ —୧. A kind of composition in which no labial letter is used.
- ୨. ଓଷ୍ଠ୍ୟବର୍ଣ୍ଣରହିତ ବାକ୍ୟ — ୨. A word having no labial letter.