ନିର୍
ଦେଖଣା
ନିର୍
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍)
ଏହି ଉପସର୍ଗ ଧାତୁ ପୂର୍ବେ ନିମ୍ନଲିଖିତ ଅର୍ଥମାନଙ୍କରେ ବ୍ୟବହୃତ ହୁଏ —A prefix denoting the following senses and corresponding to the English prefix un as in uncertain, in as in incessant and to the particle less as in formless.
- ୧. ନିଶ୍ଚୟ—(ଯଥା—ନିରତ) —୧. Certainty.
- ୨. ନିଷେଧ—(ଯଥା—ନିରାଶ, ନିରସନ) — ୨. Prohibition.
- ୩. ନିକୃଷ୍ଟ—(ଯଥା—ନିରୟ) —୩. Inferior.
- ୪. ଅଭାବ—(ଯଥା—ନିରଂଶ) — ୪. Want; negation; absence; privation.
- ୫. ନିଃଶେଷ—(ଯଥା—ନିର୍ଦ୍ଧନ) — ୫. Without remainder.
- ୬. ଅତ୍ୟନ୍ତ; ନିତାନ୍ତ (ଯଥା—ନିଷ୍ପୀଡ଼କ) — ୬. Too much; excessive.
- ୭. ବହିଷ୍କରଣ (ଯଥା—ନିରବସିତ) — ୭. Expulsion.
- ୮. ପଦାକୁ ବାହାରିବା; (ଯଥା—ନିର୍ଗମନ) — ୮. Going out.
- ୯. ବହିଃ; ବାହାର (ଯଥା—ନିରବହାଳିକା) — ୯. External.
- ୧. ସମ୍ପର୍ଣ୍ଣତା (ଯଥା—ନିରତିଶୟ) —୧୦. Totality; entirety; completeness.
[ଦ୍ରଷ୍ଟବ୍ୟ —ନିଃ ବା ନିସ୍ ଉପସର୍ଗ ପରେ ସ୍ୱରବର୍ଣ୍ଣ, ଗ, ଘ, ଜ, ଝ, ଦ, ଧ, ନ, ବ, ଭ, ମ, ଯ, ର, ଲ, ବ ଓ ହ ଥିଲେ ନିଃ ବା ନିସ୍ ସ୍ଥାନରେ ନିର୍ ହୁଏ]